ବ୍ରହ୍ମପୁର ଜେଲ୍‌ରେ ୪୪ ପଜିଟିଭ୍ : ଶତାଧିକ ଅନ୍ତେବାସୀ ଥଣ୍ଡା ଓ ଜ୍ବର‌ରେ ପୀଡ଼ିତ

ଜେଲର୍‌ଙ୍କ ସମେତ ୯ କର୍ମଚାରୀ, ୩୫ କଏଦୀ ଆକ୍ରାନ୍ତ ବ୍ରହ୍ମପୁର : ବ୍ରହ୍ମପୁର ମଣ୍ଡଳ କାରାଗାରର ସ୍ଥିତି ଏବେ ସଙ୍ଗିନ୍‌। ମଣ୍ଡଳ କାରାଗାରକୁ ଏବେ କରୋନା ମାଡ଼ି ବସିଛି। ଏକାଥରକେ କାରାଗାରରୁ ୪୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜେଲର୍‌ଙ୍କ ସମେତ ୯ଜଣ କର୍ମଚାରୀ ଥିବା ବେଳେ ୩୫ଜଣ ଅନ୍ତେବାସୀ ରହିଥିବା ଜେଲ୍‌ ଡିଆଇଜି ରଘୁନାଥ ମାଝୀ ସୂଚନା ଦେଇଛନ୍ତି। କର୍ମଚାରୀଙ୍କୁ ଛୁଟି ନେଇ ସଙ୍ଗରୋଧରେ ରହିବା ପାଇଁ … Continue reading ବ୍ରହ୍ମପୁର ଜେଲ୍‌ରେ ୪୪ ପଜିଟିଭ୍ : ଶତାଧିକ ଅନ୍ତେବାସୀ ଥଣ୍ଡା ଓ ଜ୍ବର‌ରେ ପୀଡ଼ିତ